Month: January 2026
ବରୀରେ ବିଶାଳ ହିନ୍ଦୁ ସମ୍ମିଳନୀ
Spread the love ଯାଜପୁର ଏକ୍ସପ୍ରେସ ( ତା 19.1.2026 ରିଖ ।। ଯାଜପୁର ଜିଲ୍ଲା ଅଧିନସ୍ଥ ବରୀ ବ୍ଲକ ଅନ୍ତର୍ଗତଃ ସୁକଳ ଅଜାଣ ଛକ ପଡ଼ିଆରେ ସମଗ୍ର ହିନ୍ଦୁ ସମାଜ ବରୀଖଣ୍ଡ ଦ୍ୱାରା ଆୟୋଜିତ “ବିଶାଳ ହିନ୍ଦୁ ସମ୍ମିଳନୀ” ମହା ସମାରୋହରେ ପାଳିତ ହୋଇ ଯାଇଛି । ଗତ 18 ତାରିଖ ରବିବାର ପୂର୍ବାହ୍ନ 10 ଟା 30 ମିନିଟ ରେ ଦେବୀନିତ୍ୟ ନାଥଶର୍ମା ଙ୍କ ଦ୍ଵାରା ମଙ୍ଗଳା ଚରଣ ଓ ମନ୍ତ୍ରୋଚରଣ ହୋଇ ଶ୍ରୀ […]
Continue Reading