ମାଆ ବିରଜାଙ୍କ ଦର୍ଶନ
Spread the love— ମାଆ ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି— ଉତ୍ସାହର ସହ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସ୍ଵାଗତ କଲେ ଜିଲ୍ଲାବାସୀ
Continue ReadingSpread the love— ମାଆ ବିରଜାଙ୍କ ଦର୍ଶନ ସହ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ରାଷ୍ଟ୍ରପତି— ଉତ୍ସାହର ସହ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସ୍ଵାଗତ କଲେ ଜିଲ୍ଲାବାସୀ
Continue ReadingSpread the loveଯାଜପୁର, ୦୩/୦୨/୨୬: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଯାଜପୁର ବିରଜା ମନ୍ଦିର ଗସ୍ତରେ ଆସିଛନ୍ତି। ସମଗ୍ର ଜିଲ୍ଲାବାସୀ ମହାମହିମ ରାଷ୍ଟ୍ରପତିଙ୍କୁ ଗସ୍ତକୁ ନେଇ ଉତ୍ସାହିତ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଯାଜପୁର ଗସ୍ତ ଥିଲା। ଯାଜପୁରବାସୀ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ୯.୩୦ ମିନିଟ ସମୟରେ ଯାଜପୁରର ପ୍ରଶାସନିକ ଭବନ […]
Continue ReadingSpread the love ଯାଜପୁର ଏକ୍ସପ୍ରେସ ( ତା 19.1.2026 ରିଖ ।। ଯାଜପୁର ଜିଲ୍ଲା ଅଧିନସ୍ଥ ବରୀ ବ୍ଲକ ଅନ୍ତର୍ଗତଃ ସୁକଳ ଅଜାଣ ଛକ ପଡ଼ିଆରେ ସମଗ୍ର ହିନ୍ଦୁ ସମାଜ ବରୀଖଣ୍ଡ ଦ୍ୱାରା ଆୟୋଜିତ “ବିଶାଳ ହିନ୍ଦୁ ସମ୍ମିଳନୀ” ମହା ସମାରୋହରେ ପାଳିତ ହୋଇ ଯାଇଛି । ଗତ 18 ତାରିଖ ରବିବାର ପୂର୍ବାହ୍ନ 10 ଟା 30 ମିନିଟ ରେ ଦେବୀନିତ୍ୟ ନାଥଶର୍ମା ଙ୍କ ଦ୍ଵାରା ମଙ୍ଗଳା ଚରଣ ଓ ମନ୍ତ୍ରୋଚରଣ ହୋଇ ଶ୍ରୀ […]
Continue ReadingSpread the loveଭୁବନେଶ୍ବରର/ଯାଜପୁର ( ଯାଜପୁର ଏକ୍ସପ୍ରେସ ) ତା ୧୦.୦୨. ୨୦୨୫ ରିଖ ।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି -୨୦୨୫’ ର ଉଦଘାଟନ କରି ପ୍ରାୟ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯାଜପୁର ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର । ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ ଟି […]
Continue ReadingSpread the love ଯାଜପୁର/ବରୀ ( ଯାଜପୁର ଏକ୍ସପ୍ରେସ ) ତା ୦୭.୦୨.୨୦୨୫ । ରୀତିଯୁଗୀୟ କବି ତଥା ବରୀ ମାଟିର ସୁଯୋଗ୍ୟ ସନ୍ତାନ ମହାପୁରୁଷ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୬୫ ତମ ଜୟନ୍ତୀ ମଙ୍ଗଳ ବାର ପବିତ୍ର ମାଘ ସପ୍ତମୀରେ ବରୀ ମାଉଣ୍ଡସ୍ଥିତ ମୁଖ୍ୟ ବଜାରରେ ସ୍ଥାପିତ ଅଭିମନ୍ୟୁ ପ୍ରତିମୂର୍ତ୍ତି ସ୍ଥଳରେ ପାଳିତ ହୋଇ ଯାଇଛି । ଆୟୋଜକ ବରୀ ସାହିତ୍ୟ ସମନ୍ୱୟ ପରିଷଦ ପକ୍ଷରୁ ପାଳିତ ଉକ୍ତ ଉତ୍ସବରେ ବରୀ ଅଞ୍ଚଳର […]
Continue ReadingSpread the loveବରୀ, ( ଯାଜପୁର ଏକ୍ସପ୍ରେସ ) ତା 10.05.2024 ରିଖ । ବରୀ ନିର୍ବାଚନ ମଣ୍ଡଳୀର ବହୁପ୍ରତିକ୍ଷିତ ଭାଜପା ପ୍ରାର୍ଥୀ ଉମେଶ ଜେନା ଆଜି ତାଙ୍କ ଦଳ ବଳ ଓ ହଜାର ହଜାର ସମର୍ଥକଙ୍କ ସହ ଯାଇ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଖବର ନେବାରୁ ଜଣା ଯାଏ ଆଜି ବିଜେପି ପ୍ରାର୍ଥୀ ଶ୍ରୀ ଜେନା ଏକ ବିରାଟ ପଟୁଆରରେ ପୂର୍ବାହ୍ନ 9 […]
Continue ReadingSpread the loveବରୀ, ( ଯାଜପୁର ଏକ୍ସପ୍ରେସ ) 22.04.2024 ରିଖ । ବରୀ ନିର୍ବାଚନ ମଣ୍ଡଳୀର ବିଜେଡି ଟିକେଟ ବହୁଚର୍ଚ୍ଚିତ ଯୁବ ବିଜେଡି ନେତା ବିଶ୍ୱ ରଞ୍ଜନ ମଲ୍ଲିକ ହାତେଇବା ପରେ ବିଜେଡିରେ ତେଜିଲା ତୀବ୍ର ଅସନ୍ତୋଷ !ବରୀ ଆସନରେ ବିଜେଡ଼ି ପକ୍ଷରୁ ଆଜି ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ ଘୋଷଣା ପରେ ଟିକେଟ ହରାଇଥିବା ବିଧାୟିକା ସୁନନ୍ଦା ଦାସଙ୍କ ଗଣମାଧ୍ୟମକୁ କ୍ଷୋଭଭରା ତୀବ୍ର ପ୍ରତିକ୍ରିୟାରେ ଜଣାଇଛନ୍ତି ଯେ, ଶାନ୍ତିପ୍ରିୟ ବରୀକୁ ଅଶାନ୍ତ କରିବା ପାଇଁ ଯେଉଁ […]
Continue ReadingSpread the loveଯାଜପୁର, ତା ୧୭.୧୧.୨୦୨୩ ରିଖ ( ଯାଜପୁର ଏକ୍ସପ୍ରେସ ), ଯାଜପୁର ଜିଲ୍ଲା ଅନ୍ତର୍ଗତଃ ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ବୁଲି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ତଥା ବରୀ ଅଞ୍ଚଳର ଅନ୍ୟତମ ପ୍ରମୁଖ ଯୁବ ନେତା ବିବେକାନନ୍ଦ ଜେନା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ସଫଳ ରୂପାୟନ ପାଇଁ ଅହରହ ବ୍ରତ୍ତି ରହି ଲୋକ ସଚେତନତା ଅଭିଯାନ ଚଳେଇ ଛନ୍ତି । ସେହିପରି ନିକଟରେ ବରୀ ବ୍ଲକର […]
Continue ReadingSpread the loveଯାଜପୁର, ତା ୧୭.୧୧.୨୦୨୩ ରିଖ ( ଯାଜପୁର ଏକ୍ସପ୍ରେସ ) । ଗତକାଲି ୧୬ ତାରିଖ ଗୁରୁବାର ଦିନ ପୂର୍ବାହ୍ନରେ ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ତରଫରୁ ଜାତୀୟ ପ୍ରେସ ଦିବସ ସମାରୋହ ୨୦୨୩ ଜିଲ୍ଲା ସମ୍ମିଳନୀ କକ୍ଷରେ ୧୦ ଘଣ୍ଟା ୧୫ ମିନିଟିରେ ସଫଳ ରୂପେ ପାଳିତ ହୋଇ ଯାଇଛି । ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶୁଭେନ୍ଦୁ କୁମାର ସାମଲଙ୍କ ସଭା […]
Continue Reading