ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ବଣ୍ଟନର ଶୁଭାରମ୍ଭ

Spread the love

Spread the love। (ଯାଜପୁର ଏକ୍ସପ୍ରେସ ) 14.11.2026 ଯାଜପୁର ଜିଲ୍ଲାରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ନୂତନ ଆବାସ, ମୋଟ ମଞ୍ଜୁରୀପ୍ରାପ୍ତ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି।ଯାଜପୁର ଜିଲ୍ଲାରେ ‘ଆବାସ ପ୍ଲସ୍ ୨୦୨୪’ ସର୍ଭେରେ ୧ ଲକ୍ଷ ୨୦ ହଜାର ୭୭୭ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ। ପ୍ରତ୍ୟେକ ହିତାଧିକାରୀଙ୍କୁ ଘର ନିର୍ମାଣ ପାଇଁ ତିନୋଟି କିସ୍ତିରେ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା*_ଭତ୍ତା ସମସ୍ୟା ଦୂର […]

Continue Reading

ଭେଦଭାବ ରାଜନୀତିରେ ବୋଦୁଅ ବିକାଶ ପଛୁଆ ପଡିଛି।

Spread the love

Spread the love ବରୀ, 6/11 (ଯାଜପୁର ଏକ୍ସପ୍ରେସ ) ବରୀ ବ୍ଲକ ର 29 ଗୋଟି ପଞ୍ଚାୟତ ମଧ୍ୟରୁ ବୋଦୁଅ ପଞ୍ଚାୟତ ଯେତିକି ଚର୍ଚ୍ଚିତ ସେତିକି ଅବହେଳିତ ବୋଲି ଏକ ପରି ସଂଖ୍ୟାନ ସର୍ଭେ ରୁ ଜଣା ପଡୁଛି। ବିଶେଷ କରି ଚାଷୀ ବହୁଳ ବୋଦୁଅ ପଞ୍ଚାୟତ ଦେଶ ସ୍ୱାଧୀନ ହେବାର 80 ବର୍ଷ ମଧ୍ୟରେ ରାସ୍ତାଘାଟ ଦୁରବସ୍ଥା ସହ ସରକାରୀ ଯୋଜନାରେ ଯେଉଁ ଦୁର୍ବଳ ଭିତିଭୂମି ପରିଦୃଶ୍ୟ ହେଉଛି ତାହା ସମଗ୍ର ପଞ୍ଚାୟତ ର […]

Continue Reading

ଶାରଦୀୟ ପୂଜାରେ ଜିସି କଲେଜ 1983-85 ବ୍ୟାଚର ରତ୍ନଗିରିରେ ବନ୍ଧୁ ମିଳନ ।

Spread the love

Spread the loveବରୀ ତା 26.10.2023ରିଖ ( ଯାଜପୁର ଏକ୍ସପ୍ରେସ ), ବରୀ ବ୍ଲକ ଅଧିନ ରାମଚନ୍ଦ୍ର ପୁର ଠାରେ ପ୍ରତିଷ୍ଠିତ ବହୁ ପୁରାତନ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ 1983-85 ବ୍ୟାଚର ପୁରାତନ ଛାତ୍ର/ଛାତ୍ରୀଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ପୃଥିବୀ ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରି ପରିସରରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ମଣିଷ ଜୀବନରେ ହଜିଲା ଦିନର ସାଉଁଟିଲା ସ୍ମୃତିରେ ପିଲାବେଳର ସାଙ୍ଗ ମାନଙ୍କ ସହ ଫୁରସତ ପାଇ କର୍ମ ଜଞ୍ଜାଳ ସମୟରୁ […]

Continue Reading

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ବରୀ ରତ୍ନଗିରୀ ଗ୍ରସ୍ତ ସଫଳ ।

Spread the love

Spread the loveକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ବରୀ ରତ୍ନଗିରୀ ଗ୍ରସ୍ତ ସଫଳ । ରିପୋର୍ଟ ମାତୃପ୍ରସାଦ ମହାନ୍ତି, ଯାଜପୁର ଜିଲ୍ଲା ପ୍ରତିନିଧି ।

Continue Reading

ଖାଲି ଗୁରୁବାର ନୁହେଁ ଶୁକ୍ରବାର ବି ଆପଣ ମା’ ଲକ୍ଷ୍ମୀଙ୍କୁ ଏମିତି କରିପାରିବେ ପ୍ରସନ୍ନ; ମିଳିବ ଧନ

Spread the love

Spread the loveହିନ୍ଦୁ ଧର୍ମର ମାନ୍ୟତାନୁସାରେ ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି। ବିଶ୍ୱାସ ରହିଛି କି ଶୁକ୍ରବାର ଶ୍ରଦ୍ଧା ଏବଂ ଶୁଦ୍ଧ ମନରେ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସୁଖ-ଶାନ୍ତି ଓ ଧନ ର ଅଭାବ ହୋଇନଥାଏ।

Continue Reading

ଘୁଙ୍ଗୁଡ଼ିରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ

Spread the love

Wafer cake sweet roll cheesecake ice cream gingerbread sweet. Wafer gingerbread apple pie cotton candy jelly. Toffee oat cake oat cake toffee tootsie roll muffin sugar plum.

Continue Reading

ଘରେ ଧନର ଅଭାବ ରହିଛି କି, ଏହି ବାସ୍ତୁଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ

Spread the love

Wafer cake sweet roll cheesecake ice cream gingerbread sweet. Wafer gingerbread apple pie cotton candy jelly. Toffee oat cake oat cake toffee tootsie roll muffin sugar plum.

Continue Reading