ବରୀ ବିଜେପି ରୁ ଉମେଶ ଜେନା ପ୍ରାର୍ଥୀପତ୍ର ଦାଖଲ କଲେ ।

Spread the love

Spread the loveବରୀ, ( ଯାଜପୁର ଏକ୍ସପ୍ରେସ ) ତା 10.05.2024 ରିଖ । ବରୀ ନିର୍ବାଚନ ମଣ୍ଡଳୀର ବହୁପ୍ରତିକ୍ଷିତ ଭାଜପା ପ୍ରାର୍ଥୀ ଉମେଶ ଜେନା ଆଜି ତାଙ୍କ ଦଳ ବଳ ଓ ହଜାର ହଜାର ସମର୍ଥକଙ୍କ ସହ ଯାଇ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଖବର ନେବାରୁ ଜଣା ଯାଏ ଆଜି ବିଜେପି ପ୍ରାର୍ଥୀ ଶ୍ରୀ ଜେନା ଏକ ବିରାଟ ପଟୁଆରରେ ପୂର୍ବାହ୍ନ 9 […]

Continue Reading

ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ବିବେକାନନ୍ଦ ଜେନାଙ୍କ ଜନସଚେତନା ଅଭିଯାନ।

Spread the love

Spread the loveଯାଜପୁର, ତା ୧୭.୧୧.୨୦୨୩ ରିଖ ( ଯାଜପୁର ଏକ୍ସପ୍ରେସ ), ଯାଜପୁର ଜିଲ୍ଲା ଅନ୍ତର୍ଗତଃ ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ବୁଲି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ତଥା ବରୀ ଅଞ୍ଚଳର ଅନ୍ୟତମ ପ୍ରମୁଖ ଯୁବ ନେତା ବିବେକାନନ୍ଦ ଜେନା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ସଫଳ ରୂପାୟନ ପାଇଁ ଅହରହ ବ୍ରତ୍ତି ରହି ଲୋକ ସଚେତନତା ଅଭିଯାନ ଚଳେଇ ଛନ୍ତି । ସେହିପରି ନିକଟରେ ବରୀ ବ୍ଲକର […]

Continue Reading

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ମହା ସମାରୋହରେ ପାଳିତ

Spread the love

Spread the loveଯାଜପୁର, ତା ୧୭.୧୧.୨୦୨୩ ରିଖ ( ଯାଜପୁର ଏକ୍ସପ୍ରେସ ) । ଗତକାଲି ୧୬ ତାରିଖ ଗୁରୁବାର ଦିନ ପୂର୍ବାହ୍ନରେ ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ତରଫରୁ ଜାତୀୟ ପ୍ରେସ ଦିବସ ସମାରୋହ ୨୦୨୩ ଜିଲ୍ଲା ସମ୍ମିଳନୀ କକ୍ଷରେ ୧୦ ଘଣ୍ଟା ୧୫ ମିନିଟିରେ ସଫଳ ରୂପେ ପାଳିତ ହୋଇ ଯାଇଛି । ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶୁଭେନ୍ଦୁ କୁମାର ସାମଲଙ୍କ ସଭା […]

Continue Reading

ଶିକ୍ଷା ସୁବ୍ୟବସ୍ଥିତ ସମାଜ ଗଠନରେ ନୂତନ ଦିଗନ୍ତ ପଥ ପ୍ରଦର୍ଶକ – ରାଜ୍ୟପାଳ

Spread the love

Spread the loveବରୀ ( ଯାଜପୁର ଏକ୍ସପ୍ରେସ ) ତା ୨୫/୦୪/୨୦୨୩ ରିଖ । ବୀରମାଟି ବରୀର ଦାୟାଦ ମାନଙ୍କୁ କୋଟିକୋଟି ପ୍ରଣାମ । ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ବଡ ମଣିଷ ଅପେକ୍ଷା ଭଲ ମଣିଷ ହେବା କ୍ଷେତ୍ରରେ ସହାୟକ ହୋଇଥାଏ । ବାପା ମା’ଙ୍କ ଆଶୀର୍ଵାଦ ସବୁବେଳେ ପିଲାମାନଙ୍କ ପ୍ରତି ରହିଛି ଓ ଗମୁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପନୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାରୁ ନିଜକୁ ଗର୍ବ […]

Continue Reading

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ବରୀ ରତ୍ନଗିରୀ ଗ୍ରସ୍ତ ସଫଳ ।

Spread the love

Spread the loveକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅର୍ଜୁନ ମୁଣ୍ଡାଙ୍କ ବରୀ ରତ୍ନଗିରୀ ଗ୍ରସ୍ତ ସଫଳ । ରିପୋର୍ଟ ମାତୃପ୍ରସାଦ ମହାନ୍ତି, ଯାଜପୁର ଜିଲ୍ଲା ପ୍ରତିନିଧି ।

Continue Reading

Fruit Trees Change Lives: Analytics Led Solutions to Drive Sustainability

Spread the love

Spread the loveJajpur:-ISR Foundation has taken a significant step towards promoting sustainability by initiating a tree-planting drive at Adivasi residential schools under SBI, RBO Baripada and RBO Keonjhar Region. The initiative is need-based, requirement-based, analytics-led, and aims to plant fruit-bearing, medicinal, shrubs, creepers, flowers, ornamental and spices trees inside school campuses to promote sustainability and […]

Continue Reading

ଓଁକାର ସଂଗଠନର 23 ତମ ବାର୍ଷିକ ଉତ୍ସବରେ ସିନେ ତାରକା ଦର୍ଶକଙ୍କ ମନ ମୋହିଲେ ।

Spread the love

Spread the loveବରୀ,ତା ୧୩l୩।୨୦୨୩ ରିଖ ( ଯାଜପୁର ଏକ୍ସପ୍ରେସ ) ଓଁକାର ସୋସିଆଲ ଅର୍ଗାନାଇଜେସନ ଧାରପୁରର ୨୩ ତମ ଓଁକାର ସମ୍ମାନ ଉତ୍ସବ ବରୀ ବ୍ଳକ ଅନ୍ତର୍ଗତଃ ଧାରପୁର ପଞ୍ଚାୟତ କେନ୍ଦୁଆ ଠାରେ ରବିବାର ସନ୍ଧ୍ୟାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l କରୋନା ପ୍ରଭାବରୁ ସଂଗଠନର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ସମ୍ନାନ ଉତ୍ସବ ଦୁଇ ବର୍ଷ ବନ୍ଦ ରହିଥିଲା। ଏ ବର୍ଷ ଖୁବ ଧୁମଧାମରେ ପାଳନ କରାଯାଇଛି l ମୁଖ୍ୟ ଅତିଥି ବରୀ ବିଧାୟିକା […]

Continue Reading

ଓଁକାର ସଂଗଠନର 23ତମ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ।

Spread the love

Spread the loveବରୀ,ତା ୧୧.୦୩.୨୦୨୩ ରିଖ :- ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଥିବା ଓଁକାର ସୋସିଆଲ ଅର୍ଗାନାଇଜେସନ, ଧାରପୁରର ୨୩ ତମ ଓଁକାର ସମ୍ମାନ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି l କରୋନା ପ୍ରଭାବରୁ ବିଗତ ୨ ବର୍ଷ ହେଲା ଏହା ବନ୍ଦ ରହିଥିବା କାରଣରୁ ଏ ବର୍ଷ ଭବ୍ୟ ଆୟୋଜନ କରାଯାଇଛି l ଏହି ଉତ୍ସବରେ ଉଦଘାଟକ ଭାବେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ […]

Continue Reading

ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେlଇଯାଇଛି

Spread the love

Spread the loveବରୀ ତା ୧୦.୦୩.୨୦୨୩ ରିଖ , ବରୀବ୍ଲକ ଅଧୀନ ରମ୍ପା ପଞ୍ଚାୟତ ସ୍ଥିତ ରମ୍ପା ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟର ବାର୍ଷିକ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେlଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷା ଜ୍ୟୋସ୍ନା ରାଣୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ବରୀ ଶିକ୍ଷା ମଣ୍ଡଳ ଅଧିକାରୀ ଗୁରୁଚରଣ ଷଢଙ୍ଗୀ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନୀତା ଅତିଥୀ ସିଆରସିସି ବନିତା ବେହେରା, ମୁଖ୍ୟ ବକ୍ତା ଭାବେ […]

Continue Reading

କାଲିଠୁ ଭାରତୀୟ ମହିଳା କ୍ରିକେଟ ଲିଗ୍‌; ମୈଦାନରେ ଧମାଲ କରିବେ ବିଶ୍ବର ଶ୍ରେଷ୍ଠ କ୍ରିକେଟର୍‌

Spread the love

Spread the loveମହିଳା ଇଣ୍ଡିଆନ ପ୍ରିମିୟର ଲିଗ୍‌ (WIPL)ର ବିଗୁଲ । ଫଟାଫଟ କ୍ରିକେଟରେ ମୁହାଁମୁହିଁ ହେବେ ମହିଳା ବ୍ରିଗେଡ୍ । ପୂର୍ବରୁ ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିକେଟ ଲିଗ୍‌ ପୁରୁଷ ଆଇପିଏଲ୍ ଲିଗ୍ ହେଉଥିବା ବେଳେ ପ୍ରଥମ ଥର ପାଇଁ ମହିଳା କ୍ରିକେଟକୁ ନେଇ ଆରମ୍ଭ ହୋଇଛି ନୂଆ ଅଭିଯାନ, WIPL ବା ଭାରତୀୟ ମହିଳା କ୍ରିକେଟ ଲିଗ । ୫ଟି ଟିମ୍ ପ୍ରଥମ ସିଜିନରେ ସାମିଲ୍ ହୋଇଛନ୍ତି । ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ମୁମ୍ବାଇ […]

Continue Reading