ଆମେ ବିକାଶ କରୁଛୁ, ବିରୋଧୀ ବିରୋଧ କରୁଛନ୍ତି- ମୁଖ୍ୟମନ୍ତ୍ରୀ ।

Spread the love

Spread the loveଆମେ ବିକାଶ କରୁଛୁ, ବିରୋଧୀ ବିରୋଧ କରୁଛନ୍ତି- ମୁଖ୍ୟମନ୍ତ୍ରୀ ।ଯାଜପୁର, ବରୀ ( ଯାଜପୁର ଏକ୍ସପ୍ରେସ )୧୪ ଅକ୍ଟୋବର ୨୦୨୬ ।ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଆହୁରି ଗତିଶୀଳ କରି ଆଜି ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଏକ ବୃହତ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି ମଧ୍ୟମ ଓ ବୃହତ୍ ଶିଳ୍ପ […]

Continue Reading

ଓଡିଶାର ଶିଳ୍ପାୟନର ଯାତ୍ରାରେ ଯାଜପୁର ହେବ ଅଗ୍ରଣୀ ନାୟକ – ମୁଖ୍ୟମନ୍ତ୍ରୀ

Spread the love

Spread the loveଭୁବନେଶ୍ବରର/ଯାଜପୁର ( ଯାଜପୁର ଏକ୍ସପ୍ରେସ ) ତା ୧୦.୦୨. ୨୦୨୫ ରିଖ ।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି -୨୦୨୫’ ର ଉଦଘାଟନ କରି ପ୍ରାୟ ଏକ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯାଜପୁର ହେଉଛି ସୁଯୋଗ ଓ ସମ୍ଭାବନାର ଏକ ସୁବର୍ଣ୍ଣକ୍ଷେତ୍ର । ସମୁଦାୟ ୮୨୯ କୋଟି ୭୬ ଲକ୍ଷ ଟଙ୍କାର ୮୩ ଟି […]

Continue Reading

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ୨୬୫ ତମ ଜୟନ୍ତୀ ପାଳନ

Spread the love

Spread the love ଯାଜପୁର/ବରୀ ( ଯାଜପୁର ଏକ୍ସପ୍ରେସ ) ତା ୦୭.୦୨.୨୦୨୫ । ରୀତିଯୁଗୀୟ କବି ତଥା ବରୀ ମାଟିର ସୁଯୋଗ୍ୟ ସନ୍ତାନ ମହାପୁରୁଷ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୬୫ ତମ ଜୟନ୍ତୀ ମଙ୍ଗଳ ବାର ପବିତ୍ର ମାଘ ସପ୍ତମୀରେ ବରୀ ମାଉଣ୍ଡସ୍ଥିତ ମୁଖ୍ୟ ବଜାରରେ ସ୍ଥାପିତ ଅଭିମନ୍ୟୁ ପ୍ରତିମୂର୍ତ୍ତି ସ୍ଥଳରେ ପାଳିତ ହୋଇ ଯାଇଛି । ଆୟୋଜକ ବରୀ ସାହିତ୍ୟ ସମନ୍ୱୟ ପରିଷଦ ପକ୍ଷରୁ ପାଳିତ ଉକ୍ତ ଉତ୍ସବରେ ବରୀ ଅଞ୍ଚଳର […]

Continue Reading