ଆମେ ବିକାଶ କରୁଛୁ, ବିରୋଧୀ ବିରୋଧ କରୁଛନ୍ତି- ମୁଖ୍ୟମନ୍ତ୍ରୀ ।
Spread the loveଆମେ ବିକାଶ କରୁଛୁ, ବିରୋଧୀ ବିରୋଧ କରୁଛନ୍ତି- ମୁଖ୍ୟମନ୍ତ୍ରୀ ।ଯାଜପୁର, ବରୀ ( ଯାଜପୁର ଏକ୍ସପ୍ରେସ )୧୪ ଅକ୍ଟୋବର ୨୦୨୬ ।ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ଆହୁରି ଗତିଶୀଳ କରି ଆଜି ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ଏକ ବୃହତ ଶିଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି ମଧ୍ୟମ ଓ ବୃହତ୍ ଶିଳ୍ପ […]
Continue Reading