ସଲମାନଙ୍କ କୋଳରେ ଥିବା ଏହି ଛୋଟ ପିଲା ଆଜି ବଲିଉଡର ହିରୋ; ଚିହ୍ନନ୍ତୁ କିଏ?

ରାଜନୀତି
Spread the love

ବଲିଉଡର ସୁପରଷ୍ଟାର। ତାଙ୍କ ନାମରେ ଚାଲିଥାଏ ଫିଲ୍ମ। ଖୁବ୍ ଶୀଘ୍ର ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ମଧ୍ୟ ରିଲିଜ ହେବାକୁ ଯାଉଛି। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ସଲମାନଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *