ସୁସ୍ମିତାଙ୍କୁ ହାର୍ଟ ଆଟାକ୍; ଜାଣନ୍ତୁ କେଉଁ ଲୋକପ୍ରିୟ କଳାକାରଙ୍କ ଜୀବନ ନେଇଛି ହୃଦଘାତ?

ଜିଲ୍ଲା
Spread the love

ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କୁ ହାର୍ଟ ଆଟାକ୍ । ନିକଟରେ ତାଙ୍କୁ ହାର୍ଟ ଆଟାକ୍ ଆସିଥିବା ସେ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଜଣାଇଥିଲେ । ନିଜ ବାପାଙ୍କ ସହ ଏକ ଫଟୋ ସେୟାର କରି ବାପା କହିଥିବା କଥାକୁ ଲେଖିଥିଲେ ଓ ନିଜ ଫ୍ୟାନ୍ସଙ୍କୁ ଏନେଇ ଜଣାଇଥିଲେ । ମୋର ଆନଜିଓଗ୍ରାଫି ସରିଛି ଆଉ ମୋର ହୃଦୟ ଖୁବ୍ ବଡ଼ ବୋଲି ଡାକ୍ତର କହିଥିବା ସେ ଲେଖିଛନ୍ତି । ତେବେ କେବଳ ସୁସ୍ମିତା ନୁହଁନ୍ତି, ବଲିଉଡ୍ରେ ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯାହାଙ୍କୁ ପୂର୍ବରୁ ହାର୍ଟ ଆଟାକ୍ ଆସିଛି ।

Leave a Reply

Your email address will not be published. Required fields are marked *