କାଲିଠୁ ଭାରତୀୟ ମହିଳା କ୍ରିକେଟ ଲିଗ୍‌; ମୈଦାନରେ ଧମାଲ କରିବେ ବିଶ୍ବର ଶ୍ରେଷ୍ଠ କ୍ରିକେଟର୍‌

ଖେଳ ଜିଲ୍ଲା ଦେଶ ବିଦେଶ
Spread the love

ମହିଳା ଇଣ୍ଡିଆନ ପ୍ରିମିୟର ଲିଗ୍‌ (WIPL)ର ବିଗୁଲ । ଫଟାଫଟ କ୍ରିକେଟରେ ମୁହାଁମୁହିଁ ହେବେ ମହିଳା ବ୍ରିଗେଡ୍ । ପୂର୍ବରୁ ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିକେଟ ଲିଗ୍‌ ପୁରୁଷ ଆଇପିଏଲ୍ ଲିଗ୍ ହେଉଥିବା ବେଳେ ପ୍ରଥମ ଥର ପାଇଁ ମହିଳା କ୍ରିକେଟକୁ ନେଇ ଆରମ୍ଭ ହୋଇଛି ନୂଆ ଅଭିଯାନ, WIPL ବା ଭାରତୀୟ ମହିଳା କ୍ରିକେଟ ଲିଗ । ୫ଟି ଟିମ୍ ପ୍ରଥମ ସିଜିନରେ ସାମିଲ୍ ହୋଇଛନ୍ତି । ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ,, ଦିଲ୍ଲୀ କ୍ୟାପିଟାଲ୍ସ, , ଗୁଜରାଟ ଜିଆଣ୍ଟ୍ସ ଓ ଲକ୍ଷ୍ନୌ ଓ୍ବାରିଅର୍ସ

Leave a Reply

Your email address will not be published. Required fields are marked *