ସମ୍ବତ୍ -୨୦୮୦ ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍

ଦେଶ ବିଦେଶ ଧର୍ମ ଓ ସଂସ୍କୃତି
Spread the love

ର ଏସ ଏସ ଓ ବଜରଙ୍ଗ ଦଳ, ବରୀ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ପାଳନ ।
ଯୁଗାବ୍ଦ- ୫୧୨୫, ବିକ୍ରମ ସମ୍ବତ୍ -୨୦୮୦ ଚୈତ୍ର ମାସ ଶୁକ୍ଳ ପକ୍ଷ ପ୍ରତିପଦ ତିଥି ମାର୍ଚ୍ଚ -୨୨ ବୁଧବାର ବରୀବ୍ଲକ ଅଞ୍ଚଳର ଦୁଇ ଦୁଇଟି ପ୍ରମୁଖ ସ୍ଥାନର ଉପର କାଇପଡ଼ା ସ୍ଥିତ ଗୋଲାହାଟ ପଡ଼ିଆରେ ଆର ଏସ ଏସ ପକ୍ଷରୁ ଏବଂ ରତ୍ନଗିରି ଅଲିହାବାଦ ଠାରେ ରାଷ୍ଟ୍ରୀୟ ନବବର୍ଷ ବା ହିନ୍ଦୁ ନବ ବର୍ଷର ଉତ୍ସବ ମହା ସମାରୋହରେ ପାଳନ ହୋଇଯାଇଅଛି। ଅପରାହ୍ନ ୩ ଘଟିକା ସମୟରେ କାଇପଡାସ୍ଥିତ କାର୍ଯ୍ୟକ୍ରମରେ ସଂଘ ତରଫରୁ ବାଲେଶ୍ୱର ବିଭାଗ ବୌଦ୍ଧିକ ପ୍ରମୁଖ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ହିନ୍ଦୁ ନବବର୍ଷ ଉପରେ ବିସ୍ତୃତ ଆଲୋଚନା ରଖିଥିଲେ । ଅତିଥି ପରିଚୟ ସହ ମଞ୍ଚ ପରିଚାଳନା ସେଭ ଦି ନେଚର ଟ୍ରଷ୍ରର ଅଧକ୍ଷ ଅସିତ ରାୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆର ଏସ ଏସ ର ବହୁ ବରିଷ୍ଠ ଓ କନିଷ୍ଠ ସ୍ଵୟଂ ସେବକ ଓ ମାତୃଶକ୍ତି ଉପସ୍ଥିତଥିଲେ। ସଂଘ ପରିବାର

Leave a Reply

Your email address will not be published. Required fields are marked *