ଖାଲି ଗୁରୁବାର ନୁହେଁ ଶୁକ୍ରବାର ବି ଆପଣ ମା’ ଲକ୍ଷ୍ମୀଙ୍କୁ ଏମିତି କରିପାରିବେ ପ୍ରସନ୍ନ; ମିଳିବ ଧନ
Spread the loveହିନ୍ଦୁ ଧର୍ମର ମାନ୍ୟତାନୁସାରେ ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି। ବିଶ୍ୱାସ ରହିଛି କି ଶୁକ୍ରବାର ଶ୍ରଦ୍ଧା ଏବଂ ଶୁଦ୍ଧ ମନରେ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସୁଖ-ଶାନ୍ତି ଓ ଧନ ର ଅଭାବ ହୋଇନଥାଏ।
Continue Reading