Wednesday, October 02, 2024

ଦେଶ ବିଦେଶ

ବରୀ ବିଜେପି ରୁ ଉମେଶ ଜେନା ପ୍ରାର୍ଥୀପତ୍ର ଦାଖଲ କଲେ ।

ବରୀ, ( ଯାଜପୁର ଏକ୍ସପ୍ରେସ ) ତା 10.05.2024 ରିଖ । ବରୀ ନିର୍ବାଚନ ମଣ୍ଡଳୀର ବହୁପ୍ରତିକ୍ଷିତ ଭାଜପା ପ୍ରାର୍ଥୀ ଉମେଶ ଜେନା ଆଜି ତାଙ୍କ ଦଳ ବଳ ଓ ହଜାର ହଜାର ସମର୍ଥକଙ୍କ ସହ ଯାଇ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଖବର ନେବାରୁ ଜଣା ଯାଏ ଆଜି ବିଜେପି ପ୍ରାର୍ଥୀ ଶ୍ରୀ ଜେନା ଏକ ବିରାଟ ପଟୁଆରରେ ପୂର୍ବାହ୍ନ 9 ଘ. 45 […]

ଜିଲ୍ଲା

ବରୀ ବିଜେପି ରୁ ଉମେଶ ଜେନା ପ୍ରାର୍ଥୀପତ୍ର ଦାଖଲ କଲେ ।

ବରୀ, ( ଯାଜପୁର ଏକ୍ସପ୍ରେସ ) ତା 10.05.2024 ରିଖ । ବରୀ ନିର୍ବାଚନ ମଣ୍ଡଳୀର ବହୁପ୍ରତିକ୍ଷିତ ଭାଜପା ପ୍ରାର୍ଥୀ ଉମେଶ ଜେନା ଆଜି ତାଙ୍କ ଦଳ ବଳ ଓ ହଜାର ହଜାର ସମର୍ଥକଙ୍କ ସହ ଯାଇ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଖବର ନେବାରୁ ଜଣା ଯାଏ ଆଜି ବିଜେପି ପ୍ରାର୍ଥୀ ଶ୍ରୀ ଜେନା ଏକ ବିରାଟ ପଟୁଆରରେ ପୂର୍ବାହ୍ନ 9 ଘ. 45 […]

ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ବିବେକାନନ୍ଦ ଜେନାଙ୍କ ଜନସଚେତନା ଅଭିଯାନ।

ଯାଜପୁର, ତା ୧୭.୧୧.୨୦୨୩ ରିଖ ( ଯାଜପୁର ଏକ୍ସପ୍ରେସ ), ଯାଜପୁର ଜିଲ୍ଲା ଅନ୍ତର୍ଗତଃ ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ବୁଲି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକ ତଥା ବରୀ ଅଞ୍ଚଳର ଅନ୍ୟତମ ପ୍ରମୁଖ ଯୁବ ନେତା ବିବେକାନନ୍ଦ ଜେନା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାର ସଫଳ ରୂପାୟନ ପାଇଁ ଅହରହ ବ୍ରତ୍ତି ରହି ଲୋକ ସଚେତନତା ଅଭିଯାନ ଚଳେଇ ଛନ୍ତି । ସେହିପରି ନିକଟରେ ବରୀ ବ୍ଲକର କିଛି ଅଞ୍ଚଳ […]

ମନୋରଞ୍ଜନ

ଶାରଦୀୟ ପୂଜାରେ ଜିସି କଲେଜ 1983-85 ବ୍ୟାଚର ରତ୍ନଗିରିରେ ବନ୍ଧୁ ମିଳନ ।

ବରୀ ତା 26.10.2023ରିଖ ( ଯାଜପୁର ଏକ୍ସପ୍ରେସ ), ବରୀ ବ୍ଲକ ଅଧିନ ରାମଚନ୍ଦ୍ର ପୁର ଠାରେ ପ୍ରତିଷ୍ଠିତ ବହୁ ପୁରାତନ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ 1983-85 ବ୍ୟାଚର ପୁରାତନ ଛାତ୍ର/ଛାତ୍ରୀଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ପୃଥିବୀ ପ୍ରସିଦ୍ଧ ବୌଦ୍ଧପୀଠ ରତ୍ନଗିରି ପରିସରରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ମଣିଷ ଜୀବନରେ ହଜିଲା ଦିନର ସାଉଁଟିଲା ସ୍ମୃତିରେ ପିଲାବେଳର ସାଙ୍ଗ ମାନଙ୍କ ସହ ଫୁରସତ ପାଇ କର୍ମ ଜଞ୍ଜାଳ ସମୟରୁ କିଛି ମୁହୂର୍ତ୍ତ […]

ଶିକ୍ଷା ସୁବ୍ୟବସ୍ଥିତ ସମାଜ ଗଠନରେ ନୂତନ ଦିଗନ୍ତ ପଥ ପ୍ରଦର୍ଶକ – ରାଜ୍ୟପାଳ

ବରୀ ( ଯାଜପୁର ଏକ୍ସପ୍ରେସ ) ତା ୨୫/୦୪/୨୦୨୩ ରିଖ । ବୀରମାଟି ବରୀର ଦାୟାଦ ମାନଙ୍କୁ କୋଟିକୋଟି ପ୍ରଣାମ । ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ବଡ ମଣିଷ ଅପେକ୍ଷା ଭଲ ମଣିଷ ହେବା କ୍ଷେତ୍ରରେ ସହାୟକ ହୋଇଥାଏ । ବାପା ମା’ଙ୍କ ଆଶୀର୍ଵାଦ ସବୁବେଳେ ପିଲାମାନଙ୍କ ପ୍ରତି ରହିଛି ଓ ଗମୁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପନୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି […]

ଓଁକାର ସଂଗଠନର 23ତମ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ।

ବରୀ,ତା ୧୧.୦୩.୨୦୨୩ ରିଖ :- ସାରା ଓଡ଼ିଶାରେ ଲୋକପ୍ରିୟତା ହାସଲ କରିଥିବା ଓଁକାର ସୋସିଆଲ ଅର୍ଗାନାଇଜେସନ, ଧାରପୁରର ୨୩ ତମ ଓଁକାର ସମ୍ମାନ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି l କରୋନା ପ୍ରଭାବରୁ ବିଗତ ୨ ବର୍ଷ ହେଲା ଏହା ବନ୍ଦ ରହିଥିବା କାରଣରୁ ଏ ବର୍ଷ ଭବ୍ୟ ଆୟୋଜନ କରାଯାଇଛି l ଏହି ଉତ୍ସବରେ ଉଦଘାଟକ ଭାବେ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରିତି […]

vedio

Follow Us

Advertisement